ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ୩ ଦିନ ରିମାଣ୍ଡରେ ଗଲେ ଆଶିଷ ମିଶ୍ର

କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ମୌନବ୍ରତ ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆଜି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ୩ ଦିନ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଲକ୍ଷ୍ମୀପୁରର ସ୍ଥାନୀୟ ଅଦାଲତ ଆଶିଷ ମିଶ୍ରଙ୍କୁ ୩ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ହିଂସା ଘଟଣାର ପଞ୍ଚମ ଦିନରେ ଗତ ଶନିବାର ଦିନ ଆଶିଷଙ୍କୁ ଗିରଫ କରାଯାଇଥିଲା। ୧୨ ଘଣ୍ଟାର ଜେରା ପରେ … Continue reading ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ୩ ଦିନ ରିମାଣ୍ଡରେ ଗଲେ ଆଶିଷ ମିଶ୍ର